Gīta

Pritiru nahi madaka

ପ୍ରୀତିରୁ ନାହିଁ ମାଦକ

Text

Ghoṣā

ପ୍ରୀତିରୁ ନାହିଁ ମାଦକ, ରେ ସଙ୍ଗାତ ଛାଡ଼ିବି ବୋଇଲେ ଛାଡ଼ି ତ ନୁହଇଁ ହରଇ ଧୈର୍ଯ୍ୟ ବିବେକ

1

କୁଳବତୀ ଅତି ହେଲେହେଁ ଯୁବତୀ ହଜାଇ ହେମନ୍ତ ଯାକ ଗୁରୁଜନ ଭୟ ଛାଡ଼ି କରେ ଲୟ କେବଳ ହୃଦପଦକ

2

ଭସାଏ ପ୍ରଳାପରେ ହସାଏ ଭଗାରି ଲସାଏ ପକାଏ ଟେକ ହଜାଇଲେ ମନ ଦେଖାଏ ସପନ କେବଳ ହୃଦପଦକ

Sources

Cite this record


Last updated 2026-11-01. Record as JSON