Gīta

Pankaruha drusa mora

ପଙ୍କରୁହ ଦୃଶା ମୋର

Text

Ghoṣā

ପଙ୍କରୁହ ଦୃଶା ମୋର ଅଙ୍କେ ବସ ଆସି ରେ ଗୁମାନ ମନେ ନ ଧର ତୁ ମାନ ମୋହର ଗିର ପ୍ରେମାନନ୍ଦେ ଚାହଁ ବାରେ ମନ୍ଦେ ମନ୍ଦେ ହସି ରେ

1

ଗୋରୀ ରେ ପରାଣେଶ୍ୱରୀ ପରିରମ୍ଭେ ପ୍ରୀତି କରି ଜରିଅଙ୍ଗୀ ପରି ଯାଅ ମୋ ଅଙ୍ଗେ ମିଶିରେ । (ପଡ଼ି) ଭାଷିଲେ ଶ୍ରୀ ଜଗଦ୍ଦେବ ରେ ନାଶି ନିଶ୍ଚେ କାମଦେବ ରେ ରସିକା ତୁ ଥାଉ ଥାଉ ରେ ଯିବି ସିନା ମୁଁ ଭାସି ରେ

Sources

Cite this record


Last updated 2026-11-01. Record as JSON