Gīta

Ana ana sunayana kinchita

ଅନା ଅନା ସୁନୟନା କିଞ୍ଚିତ କୃପାରେ

Text

Ghoṣā

ଅନା ଅନା ସୁନୟନା କିଞ୍ଚିତ କୃପାରେ ତୋଷ ମୋତେ ଅନୁକମ୍ପା ହାତୀ ଶିରୁପାରେ ନ ସହି ମୋ ଭଗାରୀଏ ସଢ଼ନ୍ତୁ ତ୍ରପାରେ

1

ଭାସିଲିଟି ଡାକିକଟି ସ୍ମର ଅକୂପାରେ ତରୁଣୀ ତରଣୀ ହୋଇ ଲଗାଅ ତୁ ପାରେ । (ପଡ଼ି) କେତେ କେତେ ଜନ୍ମୁ ଧନ ତୋ ଜଳ ଜପାରେ ଲେଖିଛି ଅଳତା ଚିତ୍ର ତୋ ଜଳଜ ପାରେ ନ ଫିଙ୍ଗି ଦୃଷ୍ଟି ତୋ ବିନା ଆନ ସୁରୂପାରେ

Sources

Cite this record


Last updated 2026-11-01. Record as JSON