Gīta

Sahachari re achi ete manoratha

ସହଚରୀ ରେ ଅଛି ଏତେ ମନୋରଥ

Text

Ghoṣā

ସହଚରୀ ରେ ଅଛି ଏତେ ମନୋରଥ କରି ରେ

1

ତମାଳ ମହେନ୍ଦ୍ର ମଣି ଅପଘନ ପରିରମ୍ଭଙ୍କୁ ମୁଁ ଅଟେ କି ଭାର୍ଜନ କେବଳ ଡାକିବ ଥରେ ସେ ମୋହନ ମୁରଲୀ ମୋ ନାମ ଧରି ରେ

2

ପଲ୍ଲବ ବିଦ୍ରୁମ ବନ୍ଧୁକ ସଙ୍କାଶ ଅଧର ମଧୁକୁ ନାହିଁ ମୋର ଆଶ ପିଉ ଥରେ ଶ୍ୟାମ ମୁଖଚନ୍ଦ୍ର ହାସ ଶୋଭା ମୋ ନେତ୍ର ଚକୋରୀ ରେ

Sources

Cite this record


Last updated 2026-11-01. Record as JSON