Gīta

Garaje badala bhima garajane

ଗରଜେ ବାଦଲ ଭୀମ ଗରଜନେ

Text

Ghoṣā

ଗରଜେ ବାଦଲ ଭୀମ ଗରଜନେ ଘନ ତିମିର ଘେରି ଆସେ ରେ ସାଗର ବନ ଗିରି ଗହନ ପ୍ରାନ୍ତର ଥରଇ ଦାନବ ପ୍ରାସରେ

1

ଲୁପ୍ତ ଶଶଧର ସୁପ୍ତ ତାରା ଦୀପ୍ତ ରବିକର ଦୀପ୍ତିହରା ପ୍ରଳୟ ତାଣ୍ଡବେ କମ୍ପେ ଧରଣୀ ଅଟ୍ଟ ଉତ୍କଟ ହାସରେ

2

ତ୍ରାହି ରବ ଶୁଭେ ଭୁବନେ ଭୁବନେ ଜାଗେ ଶିହରଣ ଜୀବନ ଜୀବନେ ଶାନ୍ତି ସୁଖ ଶିରୀ ନେଲା ସେ ଅପସରି ତରୀ ଅଥଳ ଜଳେ ଭାସେ ରେ

Sources

Cite this record


Last updated 2026-11-01. Record as JSON