Gīta

Sakhi se mohane kaha

ସଖୀ ସେ ମୋହନେ କହ

Text

Ghoṣā

ସଖୀ ସେ ମୋହନେ କହ ଯାଇ ଏତିକି ଗୋ କାହୁଁ ଶିଖିଲେ ଶ୍ୟାମ ଏ ଘରବୁଡ଼ା ରୀତିକି ଗୋ

1

ମୋହନ ବଂଶୀ ବଜାଇ ଚେତନା ଦେଲେ ହଜାଇ କରି ଏତେ ଲୋକହସା ଦେଲେ ଅପଖ୍ୟାତିକି ଗୋ (ପଡ଼ି) ପ୍ରୀତି ରସେ ରସାଇଲେ ନିନ୍ଦା ହାଟ ବସାଇଲେ କୁଳ କଳଙ୍କିନୀ କରି ଲଭିଲେ କି ଖ୍ୟାତିକି ଗୋ

Sources

Cite this record


Last updated 2026-11-01. Record as JSON