Gīta

Chahan na chahan na dhana

ଚାହାଁନା ଚାହାଁନା ଧନ

Text

Ghoṣā

ଚାହାଁନା ଚାହାଁନା ଧନ ସେ କାଳିଆ ଠାଣିକି ରେ ଯୁବତୀ ଜୀବନ ଘେନା ବଙ୍କା ବଂଶୀପାଣିକି ରେ

1

ଜାଣି ସେ ମୋହନୀ ଲଗା ଲମ୍ପଟିଆ ଘାଟଜଗା ବେଳ ଦେଖି ଦେବ ଦଗା ନ ରଖିବ ଆଣିକି ରେ

2

କବିଚନ୍ଦ୍ର ବୋଲ ଶୁଣ ଶିଖଣ୍ଡଚୂଳିଆ ଗୁଣ ଏକା ଦେଖି କୁଞ୍ଜବନେ ନିଏ ପରା ଟାଣିକି ରେ

Sources

Cite this record


Last updated 2026-11-01. Record as JSON