Ahe hara gouri kailasa giri bihari
ଆହେ ହର ଗୌରୀ କୈଳାସ ଗିରି ବିହାରୀ
Text
Ghoṣā
ଆହେ ହର ଗୌରୀ କୈଳାସ ଗିରି ବିହାରୀ ଜୁହାରୁଛି ଶ୍ରୀ ଚରଣେ ଘେନ ବାରେ ମୋ ଗୁହାରି
1
ମୁହିଁ ଦୀନ ହୀନ ଜନ ତବ କୃପା ଭିକାରୀ ଜଣାଣ ଗାଉଛି ବାରେ ତବ ନାମ ହକାରି