Gīta

Tanku mana re sajani

ତାଙ୍କୁ ମନା ରେ ସଜନୀ

Text

Ghoṣā

ତାଙ୍କୁ ମନା ରେ ସଜନୀ ମୁଁ ନୁହଇଁ ଚନ୍ଦ୍ରାବଳୀ ସୁମନା ରେ

1

ସତ ନାହିଁ ଯାର ସତୀଙ୍କ ଠାରେ ତା ସଙ୍ଗେ ମୁଁ ପ୍ରୀତି କଲି ବୃଥାରେ (ପଡ଼ି) ପରତେ ନ ଯିବି ଆଉ ଏଣିକି କୂଟ କପଟିଆ ଚିନ୍ତାମଣିକି ବୋଲେ ବେଣୁଧର ଆଗୋ କିଶୋରୀ ସତେ କି ବନ୍ଧୁକୁ ଦେବୁ ପାଶୋରି

Sources

Cite this record


Last updated 2026-11-01. Record as JSON