Gīta

Girija haramohini maa

ଗିରିଜା ହରମୋହିନୀ ମା

Text

Ghoṣā

ଗିରିଜା ହରମୋହିନୀ ମା ଭବସାଗର ତାରିଣୀ । ଘୋଷା।

1

ଶଙ୍କର ହୃଦ ପର ବାସିନୀ କିଙ୍କର ଜନ ମନ ତୋଷିଣୀ ପଙ୍କଜ ପଦ ଦରନାଶିନୀ ମା, ସୁଖଦା, ଶୁଭଦା, ବରଦେ

2

ମହiଷାସୁର ମର୍ଦ୍ଦିନୀ ମା ସୁର ନର ମୋଦବର୍ଦ୍ଧିନୀ ଚନ୍ଦ୍ରମଉଳି ଅରଧାଙ୍ଗିନୀ ଚଣ୍ଡାସୁର ରଣରଙ୍ଗିନୀ ଚଣ୍ଡୀ ଦଳ ବଳ ସଙ୍ଗିନୀ ଫଳଦା, କୁଳଦା, ବରଦେ

3

ଶରଣାଗତ ପାଳିନୀ ମା କରୁଣାମୟୀ ଶୂଳିନୀ ଛବି ତବ କୋଟି ଭୁବନ ନନ୍ଦେ ରବି ଶଶଧର କିରଣ ନିନ୍ଦେ କବିଶଶୀ ନିତି ଚରଣ ବନ୍ଦେ କରୁଣା, କର ମା, ବରଦେ

Sources

Cite this record


Last updated 2026-11-01. Record as JSON