Sajani ki kali mane ja basili
ସଜନୀ କି କଲି, ମାନେ ଯା ବସିଲି
Text
1
ସଜନୀ କି କଲି ମାନେ ଯା ବସିଲି (ମୁଁ) ।ପଦ। ମଉଳିଲା କଞ୍ଜ ସରି, ସରି ତ ଯାଉଛି ଶିରୀ ମୋହନରେ ନାହିଁ ତ ନିତି ଭଙ୍ଗି ମୋହନ ଝଳି
2
ନାରୀମରା ସେ ମୁରଲୀ, ହାରିଗଲା ପରା ଗୋରୀ ନାହିଁ ଶିଖୀଗଞ୍ଜନ, ବାଙ୍କ ଚୂଳ ବାମକୁ ଢଳି
3
ଅରଜିଲୁ ଅପଯଶ, ବରଜି ମୋହନ ଆଶ ଭାଷେ କବିଚନ୍ଦ୍ର ତୋ ମାନ ସୀମା ଗଲା ତ ବଳି