Gīta

Rasamayi sri kisori

ରସମୟୀ ଶ୍ରୀକିଶୋରୀ

Text

Ghoṣā

ରସମୟୀ ଶ୍ରୀକିଶୋରୀ

1

ଢଳି ଢଳି ମନ୍ଥର ଗମନେ ସୁକୁମାରୀ ଧୀର ବାଣୀ ଭାଷିବାର ନାହିଁ ତିନିପୁରୀ

2

ଲଳିତା ସଜନୀ କରେ ତାମ୍ବୁଳ ବିଟିକା ସାଦରେ ଗନ୍ଧଚନ୍ଦନ ଧରେ ବିଶାଖିକା

3

ଶ୍ରୀଗୁରୁରୂପା ସଙ୍ଗିନୀ ଆଜ୍ଞା ଶିରେ ଘେନି ଦୁଃଖୀ ବେଣୁଧର ଚଳେ ଧରି ପିକଦାନୀ

Sources

Cite this record


Last updated 2026-11-01. Record as JSON