Ana sajani anare
ଅନା ସଜନୀ ଅନାରେ
Text
Ghoṣā
ଅନା ସଜନୀ ଅନାରେ । ଗଗନେ ହସି । ଶରଦ ଶଶି ବିକାଶେ
1
ପାଞ୍ଚି କଳପେ ସତେ । ସିଞ୍ଚି ଅମୀୟ ଯେତେ । ବିଞ୍ଚି ସ୍ନେହ ମରୁତେ । ବାଞ୍ଛି ବିରଞ୍ଚି କେତେ । (ପଡ଼ି) ସାର କରି ଗଢ଼ିଲା ଡଉଲ ରୂପ ତାର ଗାର ଦେବାକୁ ନାହିଁ ତଉଲ ସରି ଯାର ହାର ତାରକା ଟୀକା ପଦକ ପରକାର କା’ର ନ ରସେ ଚିତ୍ତ ତାର କୁମାର କି ସେ