Gīta

Kara khyama sadaye sri kisori

କର କ୍ଷମା ସଦୟେ ଶ୍ରୀ କିଶୋରୀ

Text

Ghoṣā

କର କ୍ଷମା ସଦୟେ ଶ୍ରୀ କିଶୋରୀ ଦାସ ଦୋଷ ଦିବ୍ୟ ଚିତ୍ତେ ବିଚାରି

1

ତୁମ୍ଭର ବିନା ଗତି ନାହିଁ ଆନ ଶ୍ରୀମତୀ ରକ୍ଷା କର ଶୁଣି ମୋର ଗୁହାରି

2

ଆଉ ମୁହିଁ ଏପରି କରିବି ନାହିଁ ଗୋରୀ ଆସ ଆସ ସାଦରେ ରାସେଶ୍ୱରୀ

3

ଭାଷେ ଧୀରେ ତାରିଣୀ ଯା ହେବାର ହେଲାଣି ପୂରୁବର କଥା ଦିଅ ପାଶୋରି

Sources

Cite this record


Last updated 2026-11-01. Record as JSON