Bhaba sansarare sara hari nama
ଭବ ସଂସାରରେ ସାର ହରି ନାମ
Text
Ghoṣā
ଭବ ସଂସାରରେ ସାର ହରି ନାମ ଆଉ ଅନ୍ୟ କାମ ଧାମ ସାରହୀନ
1
ଆସିଛୁ ଯେପରି ଯିବୁ ତ ସେପରି ସଙ୍ଗେ ନ ଯିବ ଏ ଧନମାନ (ପଡ଼ି) ଆରେ ମନ ଭୋଳା ଏ କିଂଭୁତ ଲୀଳା ମୋହରେ ମଜ୍ଜି ଜୀବନ ନ ଖେଳା ବୋଲଇ ତାରିଣୀ ସବୁ ଜାଣି ଜାଣି ଭୁଲନା ଭୁଲନା ରେ ବାତୁଳ ସମ