Gīta

Antara mora bikasita kara he

ଅନ୍ତର ମୋର ବିକଶିତ କର ହେ

Text

Ghoṣā

ଅନ୍ତର ମୋର ବିକଶିତ କର ହେ ଅନ୍ତରଯାମୀ ପରାତ୍ପର ହେ

1

ଚିନ୍ତେ ସ୍ୱାନ୍ତରେ ଶାନ୍ତ ସୁଧୀରେ ଶାନ୍ତି ସୁଧା ବିଭୋ ବିତର ହେ ତାରିଣୀ ଭାଳେ ଅନ୍ତିମ କାଳେ ଜୀବନ ଯାଉ ଧ୍ୟାୟି ପୟର ହେ

Sources

Cite this record


Last updated 2026-11-01. Record as JSON