Dekhilutiki sakhi re jamuna tire
ଦେଖିଲୁଟିକି ସଖୀରେ । ଯମୁନା ତୀରେ
Text
Ghoṣā
ଦେଖିଲୁଟିକି ସଖୀରେ । ଯମୁନା ତୀରେ । ତ୍ରିଭଙ୍ଗ ଶ୍ୟାମ ଠାମକୁ
1
ଶିଖଣ୍ଡଚୂଳିଆକୁ ସତୀକୁଳଖିଆକୁ ସେ ପୀତପଟିଆକୁ ନାଗର ହଟିଆକୁ । (ପଡ଼ି) ହାର ବନଫୁଲ ସାର ରସିକ ସେ ମାରଜିତ ତନୁ ତାର କି ବିକଶେ ତାର ଶ୍ୟାମଳ ଗାର ପରି ଦିଶେ ଅଧରେ ଦରହାସ ଶୋଭନକୁ