Sajila re gheri ghana
ସାଜିଲା ରେ ଘେରି ଘନ
Text
Ghoṣā
ସାଜିଲା ରେ ଘେରି ଘନ ଘୋର ଗଗନେ ହେମ ଗୋରୀ ତନୁ ମାଜିଲା ରେ
1
ଚାରୁ ଚିକୁର ଚାଳି ଚାହେଁ ଚପଳାବଳୀ ନାଗର ଆଗମନ ବାଜିଲା ରେ । ଡାହୁକ ଡାକୁଆ ଦେଲାଣି ଡାକି ବିରହିଣୀ ଜନ ଜୀବ ନେବ କି ତରୁଣୀ ବିଯୋଗିନୀ ଧଇର୍ଯ୍ୟ ଭାସିଲା କବିଶଶୀ ଭାଷେ ବିରସ ରସରେ