Jiba e jibana sina re sajani
ଯିବ ଏ ଜୀବନ ସିନା ରେ ସଜନୀ
Text
Ghoṣā
ଯିବ ଏ ଜୀବନ ସିନା ରେ ସଜନୀ ମୋହନ ପ୍ରୀତି କେ କଲାନି ମନା
1
ଦେହାନ୍ତରେ ଲଭିବାକୁ ସୁମନା ସଦା କରୁଛି ଯା ପଦ ଭାବନା (ପଡ଼ି) ଗୁରୁଜନ ନିନ୍ଦା ଆଦି ଯାତନା ତା ଯାକ କରୁଛି ମୁଁ କି ଶୋଚନା
2
ଜଣାଉଛି ମୋତେ ଲୋଳଲୋଚନା ମନେ ରଖିଥା କା ଆଗେ କହନା (ପଡ଼ି) ଗୋପାଳକୃଷ୍ଣ ସୁବେଶ ରଚନା ସମ୍ଭାର ଛାମୁରେ କଲା ଘଟନା