Aja e ki rusa re khanjana drusa
ଆଜ ଏ କି ରୁଷା ରେ ଖଞ୍ଜନଦୃଶା
Text
Ghoṣā
ଆଜ ଏ କି ରୁଷା ରେ ଖଞ୍ଜନଦୃଶା ସୁନ୍ଦର କୁନ୍ଦପସନ୍ଦ ସ୍ମିତ ବିନାରେ
1
ଦୋଷ କରିବାର ନାହିଁ ଜାଣି କି କାରଣେ ସଖୀ ଗଣ୍ଡେ ପାଣି ମୋ ସପତଟିରେ ବୀଣାବାଣୀ ନିରାଶ କାରଣ କହି ଦରିଆରେ ଭସାରେ
2
ଭାରି ଉରଜା ମୋ ସୁଖରାହା ମାରି ପକାଅ ସେ ଯିବ ସୁହା ବାରିଝର ନୟନୁ ନ ବୁହାରେ ସଜନୀ ଚାରି ଧରମ ହେବଟି ତୋର ସେ ରସାରେ