Kahibaku laja maduchhi
କହିବାକୁ ଲାଜ ମାଡ଼ୁଛି ସଜନୀ ଗୋନ କହି ତ ରହି ପାରୁ ନାହିଁ ଗୋଆହେ ଘନଶ୍ୟାମ ଯାହା କଲେ ଆଗୋଶୁଣିଗଲେ । ଘୋଷା । ସହିପାରେ କେହି ପାଶରେ ନ ଥିଲେବସି ଫୁଲ ଗୁନ୍ଥୁଥିଲି ମୁହିଁମୁହିଁ ଅନୁରାଗ ପାଞ୍ଚେ ତନୁ ସଙ୍ଗଗାଉଥିଲେ ଗୀତ ହର୍ଷ ହୋଇ ରହିଥିଲେ କାହିଁ ସେ କଳାକହ୍ନାଇଦିନେ
Text
Ghoṣā
କହିବାକୁ ଲାଜ ମାଡ଼ୁଛି ସଜନୀ ଗୋ ନ କହି ତ ରହି ପାରୁ ନାହିଁ ଗୋ ଆହେ ଘନଶ୍ୟାମ ଯାହା କଲେ ଆଗୋ ଶୁଣିଗଲେ
1
ସହିପାରେ କେହି ପାଶରେ ନ ଥିଲେ ବସି ଫୁଲ ଗୁନ୍ଥୁଥିଲି ମୁହିଁ ମୁହିଁ ଅନୁରାଗ ପାଞ୍ଚେ ତନୁ ସଙ୍ଗ ଗାଉଥିଲେ ଗୀତ ହର୍ଷ ହୋଇ
2
ରହିଥିଲେ କାହିଁ ସେ କଳାକହ୍ନାଇ ଦିନେ