Gīta

Sumana ku kali manaa

ସୁମନାକୁ କଲି ମନା

Text

Ghoṣā

ସୁମନାକୁ କଲି ମନା ଯମୁନାକୁ ଯାଆନା ମନା ନ ମାନି ସୁମନା ଯାଏ ନିତି ଯମୁନା

1

କଦମ୍ବ ମୂଳରେ ବସି ତୋ ନାମେ ବଜାଏ ବଂଶୀ ବାଟ ଜଗି ଘାଟ ମାଗେ ନନ୍ଦପୁଅ କାହ୍ନା

2

ଶଠ ଧିଟ ନଟବର ନ କରି ତିଳେ ଖାତର କୁଳ ବୁଡ଼ାଏ ଉଡ଼ାଏ ଅପନିନ୍ଦା ବାନା

Sources

Cite this record


Last updated 2026-11-01. Record as JSON