Murali baje re
ମୁରଲୀ ବାଜେ ରେ
Text
Ghoṣā
ମୁରଲୀ ବାଜେ ରେ ମାନେ ନାହିଁ ମନ ମରେ ଲାଜେ
1
ସାଜି ନାହିଁ ଫୁଲହାର ବଉଳ ଗୋ ଘେନିଛି ଅଧା ପରା କଜ୍ଜ୍ୱଳ ମୁଁ ଯେ ବେଣୁତାନ ସହି ବାଇ କଲା ତ ଗୋ ସପନେ ନିତି ମିଶେ ସେ ଛବି ଶେଯେ
2
ରାଇ ରାଇ ବୋଲି ଡାକେ ସେ ମୋତେ ଗୋ ଘର ମୋର ପାଶୋରି କୁଳ ମାନ ତେଜେ କବିଚନ୍ଦ୍ର କହେ ତେଜ ଏ ରୀତି ଗୋ ଅପଯଶ ଡିଣ୍ଡିମ ବାଜେ ବରଜେ