Nauria re karide pari
ନାଉରିଆ ରେ କରିଦେ ପାରି
Text
Ghoṣā
( Palli Gita – folk / ପଲ୍ଲୀ ଗୀତ )
1
ନାଉରିଆ ରେ କରିଦେ ପାରି କାଳିଆ ବଉଦ ଆସେ ବିଜୁଳି ମାରି
2
କାତ ପାଉନାହିଁ ଆଉ ତହିଁରେ ପବନ ଦାଉ ଭଣ୍ଡି ନ ଦିଅ ତୁ ଆଉ ଏତେବେଳେ ପର କରି
3
ପାରି ମୂଲ ଦେବା ପାଇଁ କଡ଼ାଏ କଉଡ଼ି ନାହିଁ କବିଚନ୍ଦ୍ର କହେ ଯାଇ ଶୁଝିବି ତୋ ସେବା କରି