Niparudha braja sasi
ନୀପାରୂଢ଼ ବ୍ରଜ ଶଶୀ
Text
1
ନୀପାରୂଢ଼ ବ୍ରଜ ଶଶୀ କରୁ ବାସ କେ ଆକର୍ଷି ମନ୍ଦ ମନ୍ଦ ହସି ହସି ଲାଜେ ମଜ୍ଜି ନବ ବୟସୀ
2
କୁଞ୍ଚିତ କରି ଭ୍ରୂଲତା ପୁଣ ପୁଣ ହୋଇ ବନିତା ସରାଗରେ ମାଗିବାର ହୃଦେ କୁନ୍ତଳ ବିନ୍ୟାସି
3
ଶ୍ରୀ ପ୍ରତାପରୁଦ୍ର ଦେବ ଭାବି ସ୍ୱାନ୍ତରେ ଏ ଭାବ ପ୍ରେମ ସୁଧାବ୍ଧି ମଧ୍ୟରେ ମଜ୍ଜିଲେ ଦିବସ ନିଶି