Mare bana dhara srabana ki
ମାରେ ବାଣ ଧାରା ଶ୍ରାବଣ କି
Text
Ghoṣā
ମାରେ ବାଣ ଧାରା ଶ୍ରାବଣ କି ବରଣ କରେ ରଣ କି
1
ଦର୍ପିତା ଦାମିନୀ ନାଚେ ଧିନି ଧିନି ଘଡ଼ଘଡ଼ି ସ୍ୱନେ କମ୍ପାଇ ମେଦିନୀ ଚଉଦିଗେ ସାଜେ କୃଷ୍ଣ ବାରିଦ ଅନୀକିନୀ ଗର୍ଜ୍ଜେ ତର୍ଜ୍ଜେ ରଣ ଉନ୍ମାଦ ପବନ କି
ମାରେ ବାଣ ଧାରା ଶ୍ରାବଣ କି
ମାରେ ବାଣ ଧାରା ଶ୍ରାବଣ କି ବରଣ କରେ ରଣ କି
ଦର୍ପିତା ଦାମିନୀ ନାଚେ ଧିନି ଧିନି ଘଡ଼ଘଡ଼ି ସ୍ୱନେ କମ୍ପାଇ ମେଦିନୀ ଚଉଦିଗେ ସାଜେ କୃଷ୍ଣ ବାରିଦ ଅନୀକିନୀ ଗର୍ଜ୍ଜେ ତର୍ଜ୍ଜେ ରଣ ଉନ୍ମାଦ ପବନ କି