Prana sangini re kaha keun buddhi karibi
ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି
Text
Ghoṣā
ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି ଶ୍ୟାମବନ୍ଧୁ ଲାଗି ସଖୀରେ ଝୁରି ଝୁରି ମରିବି
1
ଯେଣିକି ଚାହିଁଲେ ସହୀ ଦିଶିଲେ ନନ୍ଦ କହ୍ନାଇ ଏଥି ପାଇଁ କେତେ ମୁହିଁ କାହା କର ଧରିବି (ପଡ଼ି) ଯିବାକୁ ପରା ଯମୁନା ଜାତି ପାଟକରେ ମନା କେତେ ସହିଲେ ଯାତନା ଏ ଲାଗି ମୁଁ ସରିବି ବୋଲେ ଦୀନ ବେଣୁଧର ଶ୍ୟାମ ପ୍ରୀତିକି ଜୁହାର ଏଣିକି ଗୋଳି ଜହର ମୁଖେ ସିନା ଧରିବି