Gīta

Sajani go manu jiba ki sate

ସଜନୀ ଗୋ ମନୁ ଯିବ କି ସତେ

Text

Ghoṣā

ସଜନୀ ଗୋ ମନୁ ଯିବ କି ସତେ ଯାହା ଦେଖିଥିଲୁ କାଲି ଯମୁନା ପଥେ

1

ଛୁଆ ମୂରତି ସେ ନୂଆ ମଦନ କୁମାର ପୁନିଅଁ କାଳିଆ ଜହ୍ନ ବାଙ୍କ ଚାହାଣୀରେ ଥରେ ସେ ଅନାଇଁ କିଙ୍କରୀ କରି ତ ରଖିବ ସତେ ଗୋ

Sources

Cite this record


Last updated 2026-11-01. Record as JSON