Gīta

Pranadhana e ki riti

ପ୍ରାଣଧନ ଏ କି ରୀତି

Text

Ghoṣā

ପ୍ରାଣଧନ ଏ କି ରୀତି କାହୁଁ ଶିଖିଲୁ କି କେଉଁ ଦୋଷ କଲି ବୋଲି ଗୁମାନେ ବସିଲୁ କି

1

ଶରଦ ଚନ୍ଦ୍ରବଦନ ଦିଶଇ ଏଡ଼େ ମଳିନ ଘନକେଶୀ ମନୁ ପ୍ରୀତି ଦୂର କରି ଦେଲୁ କି । (ପଡ଼ି) ଗଣ୍ଡେ ମଣ୍ଡିଅଛୁ ପାଣିକି ହସି ନ କହୁଛୁ ବାଣୀକି ଦୀନ ବେଣୁଧର ଭାଷେ ବାଣୀକି ବିନୟୀ ଦାସ ମୁଁ ତୋର ତୁ ନ ଜାଣୁ କି

Sources

Cite this record


Last updated 2026-11-01. Record as JSON