Gīta

Radhe radhe radhe boli bajare bansi

ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ

Text

Ghoṣā

ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ ବାଜରେ ବଂଶୀ ମୋହନ ବଂଶୀ

1

ଯମୁନା ପାଣି ଉଠୁ ଉଜାଣି ବହୁରେ ମୃଦୁ ମଳୟ ରାଶି ଶୁଖିଲା ତରୁ ପଲ୍ଲବ ଧରୁ ନାନା କୁସୁମେ ଯାଉ ବିକଶି

2

କୋକିଳ ଗାନ ପଞ୍ଚମ ତାନ ସହିତେ ଗାଉ ଗାଉ ଉଲ୍ଲାସି ମତ୍ତ ଭ୍ରମର କରୁ ଝଙ୍କାର ଆସୁ ଶ୍ରୀ ରାଧା ହସି ହସି

Sources

Cite this record


Last updated 2026-11-01. Record as JSON