Gīta

Kaha sahi kahin pain mohana

କହ ସହି କାହିଁ ପାଇଁ ମୋହନ

Text

Ghoṣā

କହ ସହି କାହିଁ ପାଇଁ ମୋହନ ନଇଲେ ଗୋ ପ୍ରହରୁ ଚଳିଲା ନିଶି କାହିଁ ସେ ରହିଲେ ଗୋ

1

ଦହଇ ବିରହାନଳ କେତେ ହେବି କଲବଲ ସହିବି କେମନ୍ତେ ଏହା ସେ ଭେଟ ନୋହିଲେ ଗୋ । (ପଡ଼ି) ସ୍ନେହରେ ଭୁଲାଇ କେହି ଗୋ ରଖିଲେ କି ଅଟକାଇ ଗୋ ? ଦେହ ତ ମୋ ସହୁ ନାହିଁ ଗୋ କି ଦଣ୍ଡ ମୋହନ ବିହିଲେ ଗୋ

Sources

Cite this record


Last updated 2026-11-01. Record as JSON