Gīta

Bhala se mana mohana

ଭଲା ସେ ମନମୋହନ

Text

Ghoṣā

ଭଲା ସେ ମନମୋହନ ପୀରତିରେ ରସିଲୁ ଗୋ ଜାଣି ଶୁଣି ଯାହା ରାଧେ ଅପବାଦେ ଭାସିଲୁ ଗୋ

1

ସେ ଶ୍ୟାମ ପ୍ରେମ ଗଞ୍ଜାଇ ମାଦକେ ହେଲୁ ରଞ୍ଜାଇ କହୁଥିଲି ସମଝଇ ତା ମନେ ନ କଷିଲୁ ଗୋ (ପଡ଼ି) ବାମନୟନା ମୋ ମନା ନ ଘେନିଲୁ ରେ ସୁମନା କାମ ଅସିଧାରକୁ ଯା ହେମ ଅଙ୍ଗରେ ଘଷିଲୁ ଗୋ

Sources

Cite this record


Last updated 2026-11-01. Record as JSON