Gīta

Galu sari re kisori kanaka gori

ଗଲୁ ସରି ରେ କିଶୋରୀ

Text

Ghoṣā

ଗଲୁ ସରି ରେ କିଶୋରୀ କନକଗୋରୀ ସେ ଶଠ ଲମ୍ପଟ ପ୍ରୀତି ଭରସା କରି

1

ହଟିଆ ସେ ଦଗାଦିଆ ସତୀ ମହତ ଲୁଟିଆ ପଡ଼ି ତା ପ୍ରୀତି ନିଶାରେ ହେଲୁ ତୁ ଘାରି (ପଡ଼ି) ହଜିଲା ଲାଜ ମହତ ଭାଜିଲା କୁଳ ମହତ ବ୍ରଜବଜାରେ ତୁ ହେଲୁ କୁଳଟା ନାରୀ ନାହିଁ ତ ଉପାୟ ଆନ ରେ ନାରୀ ଶିରୀ ରତନ ଟାପରା ସହିବୁ ହସିବେଟି ଭଗାରି

Sources

Cite this record


Last updated 2026-11-01. Record as JSON