Prana sangini go nahi ambha banamali
ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ । ଘୋଷା । ଦେଖ ଏ କାଳିକା କାଳୀକୁଣ୍ଡଳୀ ଆସୁଛି ଖେଳି । ୧ । ଆସେ ବିଜୁଳି ରସନା ଚାଳିସେ ସିନା କାଳୀକି ଦଳି । ୨ । କାଳିନ୍ଦୀରେ କଲେ କେଳିସଙ୍ଗେ ଘେନି ବ୍ରଜବାଳୀ । ୩ । ଏହି ରସେ ଭାଳି ଭାଳିଗୀତେ କହେ ବନମାଳୀ । ୪ ।
Text
Ghoṣā
ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ
1
ଦେଖ ଏ କାଳିକା କାଳୀ କୁଣ୍ଡଳୀ ଆସୁଛି ଖେଳି
2
ଆସେ ବିଜୁଳି ରସନା ଚାଳି ସେ ସିନା କାଳୀକି ଦଳି
3
କାଳିନ୍ଦୀରେ କଲେ କେଳି ସଙ୍ଗେ ଘେନି ବ୍ରଜବାଳୀ
4
ଏହି ରସେ ଭାଳି ଭାଳି ଗୀତେ କହେ ବନମାଳୀ