Gangadhara hara he
ଗଙ୍ଗାଧର ହର ହେ
Text
1
ଗଙ୍ଗାଧର ହର ହେ ଚନ୍ଦ୍ରମଉଳି ଭୂତପତି ଡମ୍ବରୁଧର କର । ପଦ । ଗଳ ପର ନାଗ ଫଣା, ଦିଗମ୍ବର ସେବିତ ସୁରନର, ଶମ୍ଭୁ ଉମାବର, କାମ ବାମକର, (ପଡ଼ି) ବନ୍ଦେ ଜଗଜ୍ଜନ ସରସିଜ ଚରଣେ ଗିରିଜାବରଦ ଶଙ୍କର ହେ ଭୂତ ସଙ୍ଗ, କର ରଙ୍ଗ, ମନୋହର ଡିମକ ଡିମକ ନାଦେ, ନଟନ ଚପଳ ଛନ୍ଦେ ଜୟ ଜଗଦୀଶ୍ୱର